I'm Kishore chandra and I love to read StoryMirror contents.
Share with friends
ଆଖ୍ୟା✍️ଭଲ କର୍ମ... ଭଲକର୍ମ କଲେ ଭଲ ଫଳ ମିଳିବ କିନ୍ତୁ କିଛି ବାଧା ବିଘ୍ନ ଘାତ ପ୍ରତିଘାତ ସହିବାକୁ ପଡିବ,ଯାହା ଆମକୁ କ୍ଷତି କରିବନି,କିନ୍ତୁ ଖରାପ କର୍ମ ର ଫଳ ଏମିତି ଜୀବନରେ ଥରେ ଆସିବ ତାପରେ ତୁମେ କେବେବି ଆଗକୁ ଯାଇପାରିବନି,ସେଥିପାଇଁ କାହାକୁ ସାହାଯ୍ୟ କରିପାର କି ନକରିପାର କିନ୍ତୁ କାହାର କ୍ଷତି କର ନାହିଁ, ସତ୍ୟ ପଥେ ଓ ଧର୍ମପଥେ ଯଦି ତୁମେ ଚାଲିବ ତେବେ ତାହା ତୁମକୁ ପୂଣ୍ୟ ଫଳ ଦେବ
ଯେମିତି କର୍ମ ସେମିତି ଫଳ ପିତାମାତା ଙ୍କ ଠାରୁ ପିଲାବେଳେ ପାଇଥିବା ଅଯାଚିତ ସ୍ନେହଶ୍ରଦ୍ଧା ଭଲ ପାଇବା ତକ ବଡହେଲା ପରେ ଠିକ ସେଇପରି ଅଯାଚିତ ଭାବେ ବା ଅକୁଣ୍ଠିତ ଭାବେ ହୃଦୟରୁ ସେଇ ପିତାମାତା ଙ୍କୁ ଫେରେଇଦେବାକୁ ଚେଷ୍ଟା କରନ୍ତୁ ।ଦେଖିବେ ପିତାମାତା ଖୁସିହେବା ସହ ଈଶ୍ୱର ନିଶ୍ଚୟ ଖୁସି ହେବେ ।ଏବଂ ସମୟ ଆସିବ ନିଜେ କରିଥିବା ସେହି ଭଲକର୍ମ ର ଫଳ ନିଜ କୁ ନିଶ୍ଚୟ ମିଳିବ ।