STORYMIRROR
ଯାହା...
ଯାହା ଦେଇଥିବ ଥୁଆ...
ଯାହା ଦେଇଥିବ...
“
ଯାହା ଦେଇଥିବ ଥୁଆ ହୋଇଥିବ
ସବୁ ପରା ତୁମ ପାଇଁ,
ଦେଖି ଚାହିଁ ବୁଝି ବିଚାରି ଦିଅ ହେ
ଭାଗ୍ୟକୁ ନିନ୍ଦ ନାହିଁ।
ଯେତେ ବି ଯାହାକୁ ନିନ୍ଦିଲେ ତୁମେ
ଫଳ ଓଲଟା ଫଳଇ।
ପ୍ରଣତି ମହାପାତ୍ର
ବାଲେଶ୍ଵର
”
37
More oriya quote from Pranati Mahapatra
Download StoryMirror App