STORYMIRROR

ଉପହାର ସେମାନଙ...

ଉପହାର ସେମାନଙ୍କର ବିବାହ ବାର୍ଷିକୀ ଅବସରରେ ପତି ଜଣକ ତାଙ୍କ ପତ୍ନୀ ଙ୍କୁ ଉପହାର ସ୍ବରୂପ ସୁନ୍ଦର ଶାଢ଼ୀ ଟିଏ ଦେଇଥିଲେ । ଏବଂ ପତ୍ନୀ ଜଣକ ସେହି ଶାଢ଼ୀ ରେ ବର୍ଷ ଯାକ ସହିଥିବା ଅତ୍ୟାଚାରର ଅଲିଭା ଦାଗ ଗୁଡ଼ିକ ଢାଙ୍କି ରଖିଥିଲେ ।

By Srimani Priyadarsini
 35


More oriya quote from Srimani Priyadarsini
1 Likes   0 Comments
1 Likes   0 Comments
3 Likes   0 Comments