STORYMIRROR

ଥରେ ହେଲେ...

ଥରେ ହେଲେ ଭାବିଲନି କିଏ ଏଠି ତୁମ ପାଇଁ ଅନବରତ ଗଡାଉଛି ଲୁହ.. ଥରେ ହେଲେ ଭାବିଲନି କେଉଁ ପୁରୁଷ ଛାତିରେ ତୁମ ପାଇଁ ଅଜସ୍ର କୋହ.. ଥରେ ହେଲେ ଭାବିଲନି ତୁମ ଯିବା ପରେ କିଏ ଏଠି ତୁମ ସ୍ଥାନ ଖୋଜେ ନିରନ୍ତର... ଥରେ ହେଲେ ଭାବିଲନି ଜୀବନ ଠୁ କଣ ଅଛି ବଡ ଗୋଟେ ମୂଲ୍ୟବାନ ଉପହାର... ଥରେ ହେଲେ ଭାବିଥାନ୍ତ ହେଲମେଟର ଉପକାରିତା... ଗଡିନଥାନ୍ତା ମା ଆଖିରୁ ଲୁହ ବାପା ଭାଇଙ୍କ ଛାତିରେ ନଥାନ୍ତା କୋହ ତୁମ ସ୍ଥାନ ଅପୂରଣୀୟ ନଥାନ୍ତା

By Srimani Priyadarsini
 17


More oriya quote from Srimani Priyadarsini
1 Likes   0 Comments
1 Likes   0 Comments
3 Likes   0 Comments