ଉପହାର
ସେମାନଙ...
“
ଉପହାର
ସେମାନଙ୍କର ବିବାହ ବାର୍ଷିକୀ ଅବସରରେ ପତି ଜଣକ ତାଙ୍କ ପତ୍ନୀ ଙ୍କୁ ଉପହାର ସ୍ବରୂପ ସୁନ୍ଦର ଶାଢ଼ୀ ଟିଏ ଦେଇଥିଲେ । ଏବଂ ପତ୍ନୀ ଜଣକ ସେହି ଶାଢ଼ୀ ରେ ବର୍ଷ ଯାକ ସହିଥିବା ଅତ୍ୟାଚାରର ଅଲିଭା ଦାଗ ଗୁଡ଼ିକ ଢାଙ୍କି ରଖିଥିଲେ ।
”
4
More oriya quote from Srimani Priyadarsini
Download StoryMirror App