STORYMIRROR

ଉଚିତ କର୍ମରେ...

ଉଚିତ କର୍ମରେ ଯଦି କିଏ ଚପଲ ଦେଖାଉଛି ହେଲେ ତାକୁ ନ ରାଗି ଗୋଡ ରଖି ଦିଅ ଆଉ ଯଦି ଖରାପ କାମରେ ଯଦି କିଏ ମୁଣ୍ଡରେ ଆଶୀର୍ବାଦ ଦେଉଛି ହେଲେ ମୁଣ୍ଡ ଧୋଇ ଦିଅ... କାହାକୁ କିଛି କହିବାଠୁ ଭଲ ତା ସହିତ ଭଲ ମିଶି ନିଜକୁ ସୁଧାରି ନେବା, କାରଣ ମଣିଷ ଖରାପ ନ ଥାଏ ତା ପ୍ରକୃତି ଖରାପ ଥାଏ...

By Chinmayee Kanta
 22


More oriya quote from Chinmayee Kanta
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments