Chinmayee Kanta
Literary Colonel
93
Posts
0
Followers
0
Following

ସ୍ୱଚ୍ଛ ମନ ଆଉ ସ୍ୱଚ୍ଛ ଆତ୍ମା ହିଁ ଏକ କବି ପରିଚୟର କେନ୍ଦ୍ରବିନ୍ଦୁ l

Share with friends

କ୍ଷମା ହୋଇପାରେ ମହାନ ପଣିଆ ହେଲେ ବାରମ୍ବାର କ୍ଷମା ଯେ ଭୁଲ କରିଥିବା ମଣିଷକୁ କେବେ ଅମଣିଷ କରି ଥୋଇଦିଏ ଜଣା ପଡ଼େନା

ଉଚିତ କର୍ମରେ ଯଦି କିଏ ଚପଲ ଦେଖାଉଛି ହେଲେ ତାକୁ ନ ରାଗି ଗୋଡ ରଖି ଦିଅ ଆଉ ଯଦି ଖରାପ କାମରେ ଯଦି କିଏ ମୁଣ୍ଡରେ ଆଶୀର୍ବାଦ ଦେଉଛି ହେଲେ ମୁଣ୍ଡ ଧୋଇ ଦିଅ... କାହାକୁ କିଛି କହିବାଠୁ ଭଲ ତା ସହିତ ଭଲ ମିଶି ନିଜକୁ ସୁଧାରି ନେବା, କାରଣ ମଣିଷ ଖରାପ ନ ଥାଏ ତା ପ୍ରକୃତି ଖରାପ ଥାଏ...

✍️✍️ ସମ୍ପର୍କ ଦେହ ନୁହଁ ଯେ, ବଦଳୁଥିବା ମୌସମରେ ବିଗିଡି ଯିବ , କେବେ କାଶ ତ କେବେ ଜ୍ଵର... ସମ୍ପର୍କ, ସମ୍ପର୍କ ଅଟେ.. ସମ୍ପର୍କରେ ଯେତେ ଝଡତୋଫାନ ଯେତେ ଅସୁବିଧା ଆସିଲେବି ଝଡ଼ତୋଫାନକୁ, ଅସୁବିଧା କୁ ଏଡ଼ାଯାଏ, ସମ୍ପର୍କକୁ ନୁହଁ.....

ଅଧିକାର ରେ ଲଢ଼ିବା ଓ ଅଧିକାର ପାଇଁ ଲଢ଼ିବା ଲୋକ ଦୁନିଆଁରେ ବହୁତ ଅଛନ୍ତି, ହେଲେ ଅଧିକାର ଥାଇ ମଧ୍ୟ ନ ଲଢ଼ିବା ଲୋକଙ୍କୁ ମୁର୍ଖତା ନୁହଁ, ବୁଦ୍ଧିମାନ କୁହା ଯାଏ l ଚିନ୍ମୟୀ କଣ୍ଟା ଗଡ଼. ତୁମୁଳିଆ ସୁନ୍ଦରଗଡ଼

କାଏଁ କରିଛେ ଆଇଜକାଇଲ ଇ ସମିଆର୍ ବତର କେଭେ ବର୍ଷା, କେଭେ ଜାଡ , କେଭେ ଖରା ଥୀ କାନା ପଢ଼ାବେ ମାଷ୍ଟର

କିଏ ଜାଣେ କେତେବେଳେ କିଏ ଆସି ସାଥି ହେବ ଯାହା ସାଥେ ସମୟ କୁ ହସି ହସି କାଟୁଥିବ

ବଞ୍ଚିବାକୁ ଖାଲି ସାଥି ଦରକାର ନୁହେଁ ଏହା ସତ କଥା ଆଜି ବି ହସୁଛି ଏକା ଜୀବନରେ ଯିଏ କରିନାହିଁ ଆଶା

ପ୍ରକୃତି ପ୍ରେମରେ ଯିଏ ବି ଭିଜିଛି ନ ଥାଏ ଜମାରୁ ସ୍ବାର୍ଥ ମଣିଷ ପ୍ରେମକୁ କି ଅବା କରିବ ହୋଇବ ଜୀବନ ବ୍ୟର୍ଥ

ପ୍ରେମିକ ପ୍ରେମିକା ଖୋଜିବାରେ ବ୍ୟସ୍ତ ଆଜିର ଯୁବ ସମାଜ ଭବିଷ୍ୟତ କେମିତି ଗଢିବେ ସିଏ ତାଙ୍କ ଜମା ନାହିଁ ଲାଜ


Feed

Library

Write

Notification
Profile