STORYMIRROR

ତୁମରି...

“ ତୁମରି ସଂସ୍କାର ତୁମ ସ୍ନେହ ସ୍ପର୍ଶ ତୁମ ଜ୍ଞାନ ଦାନ ତୁମରି ଆଦେଶ ତୁମ ଓଠ ନିସୃତ ମଧୁଝରା ବାକ୍ୟ ମାଆ ତୁମେ ମୋର ଆଦ୍ୟ ଗୁରୁବର। ତୁମ ଶ୍ରୀପଦରେ ନମେ ବାରବାର। ପ୍ରଣତି ମହାପାତ୍ର ”

By Pranati Mahapatra
 244


More oriya quote from Pranati Mahapatra
1 Likes   0 Comments
1 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments