STORYMIRROR

ତୁମକୁ...

ତୁମକୁ ପାଇବାର ଆଶା ରଖି କେଉଁ ଦେବା ଦେବୀଙ୍କ ପାଖରେ ଅଳୀ କରିନି ବରଂ ତୁମକୁ ହରେଇ ଦେବାର ଭୟ ହିଁ ମୋତେ ଖାଲି ଭଗବାନ୍ ଙ୍କ ପାଖରେ ନୁହଁ ସାମାନ୍ୟ ପଥର ଆଗରେ ବି ମୁଣ୍ଡ ନୁଆଇବାକୁ ବାଧ୍ୟ କରିଦିଏ। ପାଇବାର ଆଶା ରଖିନି ସତ ହେଲେ ହରେଇ ଦେବାର ଭୟ କୁ ସହିବାର୍ ଶକ୍ତି ମୋ ପାଖରେ ନାହିଁ Pawan Kumar ❤️

By pawan mohakul
 23


More oriya quote from pawan mohakul
1 Likes   0 Comments
1 Likes   0 Comments
2 Likes   0 Comments
2 Likes   0 Comments
2 Likes   0 Comments