ଧନ ନାଶ ଯାଏ ଜୁଆରେ... ବୁଦ୍ଧି ନାଶ ଯାଏ କ୍ରୋଧରେ...। ରୂପ ନାଶ ଯାଏ ଖରାରେ... ଘର ନାଶ ଯାଏ କଳିରେ..। ମନ ନାଶ ଯାଏ ସନ୍ଧେହେ.... ଜଳ ନାଶ ଯେବେ ନବହେ...। କ୍ଷେତ ନାଶ ଯାଏ ଘାସରେ... ପଥ ନାଶ ଯାଏ କାଦରେ...। ବନ୍ଧୁ ନାଶ ଯାଏ ମିଛରେ... ଗାଆଁ ନାଶ ଯାଏ ସ୍ୱାର୍ଥରେ..। ବଳ ନାଶ ଯାଏ ରୋଗରେ... ବେଳ ନାଶ ଯାଏ ଖେଳରେ.. ବିଦ୍ୟା ନାଶ ଯାଏ ହେଳାରେ..। Pawan Kumar.
Duniya ko dekh sakta tha, toh dekh liya... Khud ko dekh nehin sakta, toh Jaan Liya... @Pawan kumar ❤️
Achhe bano, lekin kabhi isko prove karne ki prayaas mat karna. Loog toh shak karenge. Kyun ki loog toh yahan baazaar se papaya mitha hai ki nehin puchh ke laate hein. aur baad mein iske upar namak chhidak kar khate hein..😊😊 @Pawan Kumar ❤️
....विश्वास.... तेरी झूट पर एतबार कैसे करूं, तू ही बता तुझसे प्यार कैसे करूं...? मेरी मजबूरी है छांछ फूक कर पीना, में दूध से जला हूं एतबार कैसे करूं....? तुम तो सिर्फ अपने ही बातें करते हो, अब तुम्हारी बातों का सुमार कैसे करूं...? रास्ता भूलने वाले तो एक दिन लौट आते हैं, मंजिल चुनने बालों का इंतज़ार कैसे करूं....? @Pawan_Kumar❣️
.....I CAN'T HOLD MY LIFE..... मुझे परखने से बेहेतर समझने चाहिए था, कहना आसान था, तुम्हें पूछना चाहिए था । #ask_before_assume... @Pawan_Kumar❣️
କିଛି କାହାଣୀ ଅଧା ରହିଗଲା..... ଫରକ୍ କେବଳ ଏତିକି ଥିଲା କିଛି ଭୁଲ ତୁମେ କରିଥିଲ ଆଉ କିଛି ଭୁଲ ମୁଁ ବି କରିଥିଲି, ହେଲେ ତୁମର ସବୁ ଭୁଲ କୁ ମୁଁ ଭୁଲି ଯାଇଥିଲି, ହେଲେ ମୋର ସବୁ ଭୁଲ କୁ ତୁମେ ଭୁଲ ଭାବେ ହିସାବ କରି ମନେ ରଖୁଥିଲ..... କିଛି ସ୍ବପ୍ନ ମୁଁ ଦେଖିଥିଲି ଆଉ କିଛି ସ୍ବପ୍ନ ତୁମେ ବି ଦେଖିଥିଲ, ହେଲେ ମୋର ସବୁ ସ୍ବପ୍ନ ସ୍ବପ୍ନ ରେ ରହିଗଲା.... ଆଉ ତୁମର ସବୁ ସ୍ବପ୍ନ ସମୟ ସହ ବଦଳିଗଲା.... @Pawan_Kumar_❣️
ଜୀବନରେ ଟଙ୍କା ସବୁବେଳେ ଆତ୍ମ ତୃପ୍ତି ଦେଇ ପାରେନା ! ଜୀବନରେ ଆପଣ କେତେଜଣଙ୍କୁ ସାହାଯ୍ୟ କରିଛନ୍ତି, କେତେ ଜଣଙ୍କ ଜୀବନଧାରାର ମାନକୁ ପରିବର୍ତ୍ତନ କରିଛନ୍ତି; ତାହା ଜୀବନର ପରିପକ୍ଵ ସମୟରେ ଆତ୍ମତୃପ୍ତି ଦେବ। Pawan Kumar ❤️