STORYMIRROR
ଧନ ନାଶ ଯାଏ...
ଧନ ନାଶ ଯାଏ...
ଧନ ନାଶ ଯାଏ...
“
ଧନ ନାଶ ଯାଏ ଜୁଆରେ...
ବୁଦ୍ଧି ନାଶ ଯାଏ କ୍ରୋଧରେ...।
ରୂପ ନାଶ ଯାଏ ଖରାରେ...
ଘର ନାଶ ଯାଏ କଳିରେ..।
ମନ ନାଶ ଯାଏ ସନ୍ଧେହେ....
ଜଳ ନାଶ ଯେବେ ନବହେ...।
କ୍ଷେତ ନାଶ ଯାଏ ଘାସରେ...
ପଥ ନାଶ ଯାଏ କାଦରେ...।
ବନ୍ଧୁ ନାଶ ଯାଏ ମିଛରେ...
ଗାଆଁ ନାଶ ଯାଏ ସ୍ୱାର୍ଥରେ..।
ବଳ ନାଶ ଯାଏ ରୋଗରେ...
ବେଳ ନାଶ ଯାଏ ଖେଳରେ..
ବିଦ୍ୟା ନାଶ ଯାଏ ହେଳାରେ..।
Pawan Kumar.
”
26
More oriya quote from pawan mohakul
Download StoryMirror App