STORYMIRROR

ତୁମକୁ ପାଇ...

ତୁମକୁ ପାଇ ନିଜକୁ ହଜେଇ ଥିଲି, ଏବେ ବିଚ୍ଛେଦ ପରେ ସେଇଠି ଖୋଜୁଛି ଯଉଠି ଶେଷଥର ନିଜକୁ ଦେଖିଥିଲି। କଣ ଲାଗୁଛି, ପାଇବି ନା ସମସ୍ତଙ୍କ ପାଇଁ ହଜି ଯିବି?

By Rashmita Mohanta
 303


More oriya quote from Rashmita Mohanta
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
16 Likes   0 Comments