STORYMIRROR

ସଂସାର ସାରାର...

ସଂସାର ସାରାର ଖୁସିର ଠିକା ନେଇ ଥିବା ସଂସାରୀଟା ପ୍ରତି ସୂର୍ଯ୍ୟାସ୍ତରେ ଢେର୍ ଅବଶୋଷ କରେ। ଆଉ ନିଜ ମଧ୍ୟରେ ଲୁଚେଇ ରଖିଥିବା କୋହ ସବୁ କଲମ ଦେଇ ଝରେ।

By Rashmita Mohanta
 648


More oriya quote from Rashmita Mohanta
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
16 Likes   0 Comments