STORYMIRROR
ତୁମେ...
ତୁମେ ରୁପାମ୍ବିକାର...
ତୁମେ...
“
ତୁମେ ରୁପାମ୍ବିକାର ରୂପାନ୍ତର ପୁଣି
କାଞ୍ଚି ଅଭିଯାନର କାହାଣୀ,
ପ୍ରଭୁଙ୍କର ଉକ୍ତ ଶିରୋମଣି ଶିରେ ତା'ର
ଶୋଭା ପାଏ ମଥାମଣି,
ତୁମେ ସେହି କାଞ୍ଚି ଜେମାମଣି
ଅପ୍ରାପ୍ତିରେ ପ୍ରାପ୍ତି ଜୀବନ ଜ୍ୟାମିତି,
ଆକର୍ଷଣ ପ୍ରାୟଶ୍ଚିତ ପୁଣି
ତୁମେ ପଦ୍ମାବତୀ ରାଣୀ ।
ପ୍ରଣତି ମହାପାତ୍ର
”
16
More oriya quote from Pranati Mahapatra
Download StoryMirror App