STORYMIRROR
ତୁମେ...
ତୁମେ କେବେ ମା ର...
ତୁମେ କେବେ...
“
ତୁମେ କେବେ ମା ର ପଣତ, ତୁମେ କେବେ ଭାଇ ହାତର ରାକ୍ଷୀ,ତୁମେ କେବେ ସୁଖ ଦୁଃଖ ର ସାଥି, ପୁଣି କେବେ ତୁମେ ସାଜ ଘରର ଘରଣୀ, ତୁମେ ସ୍ନେହ ମୟୀ, ତୁମେ ଧରା ଶୟୀ, ତୁମେ ହିଁ ନାରୀ..
ବିଶ୍ୱ_ମହିଳା_ଦିବସ ଉପଲକ୍ଷେ ସମସ୍ତ ମା' ଓ ଭଉଣୀ ମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦ
”
24
More oriya quote from shaikh mozahid mahatab
Download StoryMirror App