STORYMIRROR

ଚାଲ ଏ...

“ ଚାଲ ଏ ବ୍ୟସ୍ତ ବହୁଳ ଦୁନିଆରୁ ଲୁଚିଯିବା ଏତେ ସାରା ଖାଲିପଣରେ କ'ଣ ଜୀବନ ଜିଇ ହବ ? ମନେଅଛି ନା ଆମ ଗାଁ ନଈକୂଳ, ସନ୍ଧ୍ୟାରେ ହାତରେ ହାତଛନ୍ଦି ବୁଲିବା, ଏଣୁତେଣୁ ଗୁଡ଼ାଏ ଗପିବା ଶାମୁକା ଗୋଟେଇବା, ସେ ପବନର ସୁରଭିରେ ସମୟକୁ ବାଦ ଦେଇ ନିଜ ଭିତରେ ହଜିଯିବା... ”

By shaikh mozahid mahatab
 79


More oriya quote from shaikh mozahid mahatab
6 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
14 Likes   0 Comments