STORYMIRROR
ତୁମ ଠାରୁ ବଡ...
ତୁମ ଠାରୁ ବଡ...
ତୁମ ଠାରୁ ବଡ...
“
ତୁମ ଠାରୁ ବଡ ପ୍ରେମୀ ଯଦି ମିଳେ ଏ ସଂସାରେ
ଦି ପାଦ ପଛଘୁଞ୍ଚା ଦେଇ ମୁଁ କହିବି ,
ନା ..
ଯିଏ ପ୍ରତିଟି ମୂହୁର୍ତ୍ତ ମୋ ସାଥିରେ ରହିଛି
ତା ପାଇଁ ହିଁ ଏ ପ୍ରେମ ମୋ ଦୁନିଆରେ।
”
30
More oriya quote from Barsha rani Nanda
Download StoryMirror App