Barsha rani Nanda
Literary Colonel
AUTHOR OF THE YEAR 2021 - NOMINEE

84
लेखन
2
फोल्लोवेर्स
2
फॉलोविंग

ତା ହସ ତ ମୋ ଖୁସିର କାରଣ।

मित्रांशी सामायिक करा
Earned badges
See all

ଧନ୍ୟବାଦ ମୋ ପାଇଁ ନିଜକୁ ମୋ ପାଖେ ସମର୍ପି ଥିବାରୁ, ମୋ ଦୁଃଖରେ ଭାଗୀଦାର ହୋଇ ମୋ ଖୁସିରେ ହସି ଥିବାରୁ... ଧନ୍ୟବାଦ ମୋ ପରି ମତେ ଚିହ୍ନି , ମୋ ଉପରେ ଅଧିକାର ସାବ୍ୟସ୍ତ କରିଥିବାରୁ।

କେଉଁ ଭାଷା ରେ ତାକୁ କହିବି ଭଲପାଏ ବୋଲି, ସାଏରି, କବିତା ବା ଶବ୍ଦରେ ସେ ତ ବୁଝି ପାରେନି.. ଆଉ ମୁଁ, ବୁଝେଇ ଜାଣିନି।

ତୁମେ ଯେବେ କୁହ ଭଲପାଇବାର କଥା , ମୋ ଗାଁରେ ଉଡ଼େ ଫଗୁଣର ରଙ୍ଗ। ତୁମେ ଯେବେ ହସ, ମୋ ଗାଁରେ ଫୁଟେ କାଶତଣ୍ଡୀ।

ତୁମ ଠାରୁ ବଡ ପ୍ରେମୀ ଯଦି ମିଳେ ଏ ସଂସାରେ ଦି ପାଦ ପଛଘୁଞ୍ଚା ଦେଇ ମୁଁ କହିବି , ନା .. ଯିଏ ପ୍ରତିଟି ମୂହୁର୍ତ୍ତ ମୋ ସାଥିରେ ରହିଛି ତା ପାଇଁ ହିଁ ଏ ପ୍ରେମ ମୋ ଦୁନିଆରେ।

କହିବିନି କେବେ ଭଲପାଏ ବୋଲି, କାଳେ ସିଏ ଚାଲିଯିବ.. ବନ୍ଧୁତା ରେ ଥାଉ ଏଇ ସମ୍ପର୍କ ସବୁଦିନ ରହିଥିବ।

ପାଇବା ,ହରେଇବା ସବୁରି ପାଇଁ କେବଳ ଧର୍ଯ୍ୟ ର ଆବଶ୍ୟକ ହୁଏ। ଯିଏ ଧର୍ଯ୍ୟ ରେ ବଞ୍ଚିବା ପାଇଁ ଚେଷ୍ଟା କରେ ବୋଧେ ସେ ଦିନେ ଜିତିଯାଏ।

ଯେବେଠାରୁ ମୁଁ କହି ଦେଇଛି ବଞ୍ଚି ପାରିବିନି ତୋ ବିନା ସେବେଠାରୁ ସେ କରି ଆସୁଛି ହାତଛାଡି ଚାଲି ଯିବାର ଅନେକ ବାହାନା।

ନା ମୁଁ ତାକୁ ଦେଖିଛି ନା ସେ ମତେ ଦେଖିଛି, ତଥାପି ବି ସେ କୁହେ ତା ଆଖିରେ ମୁଁ ଘର କରିଛି

ପ୍ରେମ ଓ ତା ଭିତରେ ଫରକ୍ ଏତିକି କାଲି ଯାହା ପାଇଁ ଫର୍ଦ୍ଦ ଫର୍ଦ୍ଦ କବିତା ଲେଖା ହେଉଥିଲା, ଆଜି କିନ୍ତୁ, ତା ପାଇଁ ନୀରବତା ହିଁ ନିଜର ଲାଗେ।


फीड

लाइब्रेरी

लिहा

सूचना
प्रोफाइल