Barsha rani Nanda
Literary Colonel
AUTHOR OF THE YEAR 2021 - NOMINEE

83
Posts
13
Followers
26
Following

ତା ହସ ତ ମୋ ଖୁସିର କାରଣ।

Share with friends
Earned badges
See all

କେଉଁ ଭାଷା ରେ ତାକୁ କହିବି ଭଲପାଏ ବୋଲି, ସାଏରି, କବିତା ବା ଶବ୍ଦରେ ସେ ତ ବୁଝି ପାରେନି.. ଆଉ ମୁଁ, ବୁଝେଇ ଜାଣିନି।

ତୁମେ ଯେବେ କୁହ ଭଲପାଇବାର କଥା , ମୋ ଗାଁରେ ଉଡ଼େ ଫଗୁଣର ରଙ୍ଗ। ତୁମେ ଯେବେ ହସ, ମୋ ଗାଁରେ ଫୁଟେ କାଶତଣ୍ଡୀ।

ତୁମ ଠାରୁ ବଡ ପ୍ରେମୀ ଯଦି ମିଳେ ଏ ସଂସାରେ ଦି ପାଦ ପଛଘୁଞ୍ଚା ଦେଇ ମୁଁ କହିବି , ନା .. ଯିଏ ପ୍ରତିଟି ମୂହୁର୍ତ୍ତ ମୋ ସାଥିରେ ରହିଛି ତା ପାଇଁ ହିଁ ଏ ପ୍ରେମ ମୋ ଦୁନିଆରେ।

କହିବିନି କେବେ ଭଲପାଏ ବୋଲି, କାଳେ ସିଏ ଚାଲିଯିବ.. ବନ୍ଧୁତା ରେ ଥାଉ ଏଇ ସମ୍ପର୍କ ସବୁଦିନ ରହିଥିବ।

ପାଇବା ,ହରେଇବା ସବୁରି ପାଇଁ କେବଳ ଧର୍ଯ୍ୟ ର ଆବଶ୍ୟକ ହୁଏ। ଯିଏ ଧର୍ଯ୍ୟ ରେ ବଞ୍ଚିବା ପାଇଁ ଚେଷ୍ଟା କରେ ବୋଧେ ସେ ଦିନେ ଜିତିଯାଏ।

ଯେବେଠାରୁ ମୁଁ କହି ଦେଇଛି ବଞ୍ଚି ପାରିବିନି ତୋ ବିନା ସେବେଠାରୁ ସେ କରି ଆସୁଛି ହାତଛାଡି ଚାଲି ଯିବାର ଅନେକ ବାହାନା।

ନା ମୁଁ ତାକୁ ଦେଖିଛି ନା ସେ ମତେ ଦେଖିଛି, ତଥାପି ବି ସେ କୁହେ ତା ଆଖିରେ ମୁଁ ଘର କରିଛି

ପ୍ରେମ ଓ ତା ଭିତରେ ଫରକ୍ ଏତିକି କାଲି ଯାହା ପାଇଁ ଫର୍ଦ୍ଦ ଫର୍ଦ୍ଦ କବିତା ଲେଖା ହେଉଥିଲା, ଆଜି କିନ୍ତୁ, ତା ପାଇଁ ନୀରବତା ହିଁ ନିଜର ଲାଗେ।

ମୁଁ ଡିସେମ୍ବର ମାସର ବାଘୁଆ ଜଡ ହେଲେ ତୁମେ ଓଠକୁ ଛୁଇଁ ଦେଇ ଯାଉଥିବା ସେଇ ଗରମ ଚାହା।


Feed

Library

Write

Notification
Profile