STORYMIRROR

ଟୋପାଏ ଲୁହ...

ଟୋପାଏ ଲୁହ ମୋ ଆଖିର କଣରେ ସେତିକି ସମ୍ପତ୍ତି ମୋର ଯେବେ ସେ ଝରିବ ସେବେ ହିଁ ସରିବ ମୋ ଭିତରୁ ମୋ ସ୍ୱର

By Parambrahma Tripathy
 236