STORYMIRROR
ଟଙ୍କାକୁ କେବଳ...
ଟଙ୍କାକୁ କେବଳ...
ଟଙ୍କାକୁ...
“
ଟଙ୍କାକୁ କେବଳ "ବିନମୟର ଏକ ମାଧ୍ୟମ" ଭାବନ୍ତୁ ତା ଛଡା କିଛି ନୁହେଁ ....
ଟଙ୍କା ଆମ ଜୀବନ ଧାରଣର ମାନ ସ୍ଥିର ନକରୁ।
ଖାଲି ହାତରେ ଆସିଛେ ଖାଲି ହାତରେ ହିଁ ଯିବା।
ସେଥିପାଇଁ ଶବ ପଛେ ପଛେ କଉଡ଼ି ଫିଙ୍ଗାଯାଏ ଏହା ଜଣାଇବାକୁ ଜୀବନ ସାରା ଟଙ୍କା ଟଙ୍କା ହେଲୁ...
ଟଙ୍କା ପଛରେ ଗୋଡ଼ାଇଲୁ...
ଟଙ୍କା ପାଇଁ ତୁ କଣ କଣ ସବୁ ନକଲୁ
ହେଲେ ....
ତୁ କାଣି କଉଡ଼ିଟିଏ ବି ନେଇ ପାରିଲୁ ନାହିଁ !!!
”
175
More oriya quote from Balaram Barik
Download StoryMirror App