STORYMIRROR
ବ୍ୟକ୍ତି...
ବ୍ୟକ୍ତି କାହାକୁ...
ବ୍ୟକ୍ତି...
“
ବ୍ୟକ୍ତି କାହାକୁ ପୂଜା କରିବ !
କେଉଁ ରୂପରେ ପୂଜା କରିବ!
କେତେବେଳେ ପୂଜା କରିବ !
ସେ ପୂଜା ଦ୍ୱାରା ତାର ଲାଭ ଅବା କ୍ଷତି ହେବ!
ଏହା ସେ ବ୍ୟକ୍ତି ଓ ତାର ଭଗବାନଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ସମ୍ପର୍କ।
କିଛି ଲୋକ ନିଜ ଭଗବାନ ଓ ପୂଜା ପଦ୍ଧତିକୁ ଶ୍ରେଷ୍ଠ ବୋଲି କହି ମାନବ ଓ ମାନବତାର ହତ୍ୟା କରୁଛନ୍ତି।
ଏହା ଅଜ୍ଞତା ବ୍ୟତୀତ ଦ୍ଵିତୀୟ କିଛି ନୁହେଁ।
ମହାଜାଗତିକ ବସ୍ତୁ ତଥା ଶକ୍ତିର ଉତ୍ସ ମାନଙ୍କର କୌଣସି ଜାତି ତଥା କଥିତ ପୂଜା ପଦ୍ଧତି ଵାଲା ଧର୍ମ ନଥାଏ।
”
364
More oriya quote from Balaram Barik
Download StoryMirror App