STORYMIRROR
ଟିକେ...
ଟିକେ କହନା ! . ....
ଟିକେ କହନା !...
“
ଟିକେ କହନା ! . . .
କ୍ଷୀରରେ ନୀର ମିଶିଲେ ନୀରର ଅସ୍ତିତ୍ୱ ମିଳେନା ,
ତୋ ପ୍ରେମରେ ମୁଁ ହଜିଗଲେ ନିଜକୁ ମୁଁ ସାଉଁଟି ଯେ ପାରେନା ,
ତୋ ଅନୁପସ୍ଥିତିରେ ମୋର ମୁହୂର୍ତ୍ତଟେ ସରେନା ,
ଭଲ ପାଏ ତୋତେ କେତେ ମୁଁ ଯେ କହି ପାରେନା ,
ଏକ ବିନ୍ଦୁ ଦୁଇ ବିନ୍ଦୁ ଅବା ସାଗର ଠୁ ଅଧିକ ବୋଲି ପଚାରେନା ,
ହେଲେ ତୁ ମୋତେ ଭଲ ପାଉ କି ନାହିଁ ଟିକେ କହନା ! . . .
CR@ ଡା ସୌମ୍ୟ ରଞ୍ଜନ ଖଟୁଆ
”
190
More oriya quote from Dr.Soumya Ranjan Khatua
Download StoryMirror App