STORYMIRROR
ତୋଳିଥିଲି ସଜ...
ତୋଳିଥିଲି ସଜ...
ତୋଳିଥିଲି ସଜ...
“
ତୋଳିଥିଲି ସଜ ଗୋଲାପଟେ ତୋ ପାଇଁ ! . .
ତୋଳିଥିଲି ସଜ ଗୋଲାପଟେ ତୋ ପାଇଁ ,
ହେଲେ ଏ ମନ ବୁଝେ ନାହିଁ ଜମା ଅବା କାହିଁ ,
ଭାରି ଅବୁଝା ଏ ମନ ଖାଲି କୁହେ ଗୋଲାପ ଠୁ ସୁନ୍ଦର ଦୁନିଆଁ ରେ ଅବା କାହିଁ ,
ହଁ ! ସତେ ଅବା କାହିଁ ? . . . ,
ତୋତେ ଦେଖିଲି ଯେବେ ପ୍ରଥମ ଥର ପାଇଁ ,
ଆଖି ଯୋଡିକୁ ଦେଲି ଯେବେ ଚାହିଁ ? ,
ହଁ ସେ ପ୍ରଥମ ଚାହାଣୀ ମୋତେ କହିବାକୁ ବାଧ୍ୟ କରାଏ ! .
ତୋ ସୁନ୍ଦରତା ଆଗେ ସଜ ଫୁଟା ଗୋଲାପ ଝାଉଁଳି ଯାଏଁ ......
ହଁ ଝାଉଁଳି ଯାଏଁ ! . . . .
CR@ଡ଼ା ସୌମ୍ୟ ରଞ୍ଜନ ଖଟୁଆ 🄾🅅🅂 - 1
”
138
More oriya quote from Dr.Soumya Ranjan Khatua
Download StoryMirror App