STORYMIRROR

ତୃତୀୟ...

ତୃତୀୟ ଲୋକ ପଶିଲେ କ୍ଷତି ସମ୍ପର୍କ ରେ ଆସେ ବହୁତ ଅସୁବିଧା ଆଗ ପରି ଆଉ ରହେନା ପ୍ରିତୀ ରାଗ ରୁସା ବଢ଼ି ବଢ଼ି ଚାଲେ କେହି କାହା ଶହ ବେଶି ମିଶନ୍ତି ନାହିଁ ଏଇଥି ଲାଗି ତୃତୀୟ ଲୋକ ଙ୍କୁ ମଝିରେ ଆଣନି ନିଜ ସମ୍ପର୍କ କୁ ବଞ୍ଚେଇ ରଖିବା ପାଇଁ

By abismita Mishra
 1104


More oriya quote from abismita Mishra
1 Likes   0 Comments
0 Likes   0 Comments
0 Likes   0 Comments
14 Likes   0 Comments
6 Likes   0 Comments