ନିଜ ଲୋକ ଯଦି ଦିଅନ୍ତି ଧୋକା କାହା କୁ କରିବି ବିଶ୍ୱାସ ଭଲ ପାଇବା ବଦଳ ରେ ମିଳିଥାଏ ଏଇଠି ବିଷ.. କାହା କୁ କହିବି କେମିତି କହିବି କେହି ନାହିଁ ମୋର ନିଜର ଯାହା ସ୍ଵର ଥିଲା ସବୁ ଠାରୁ ପ୍ରିୟ ମୋର ତା ସ୍ଵର ରେ ଲୁଚିକି ରହିଛି ଜହର
❤️Part 2❤️ ଓଠ ତୁମ ର ଗୋଲାପ ର ପାଖୁଡ଼ା କଥା ତୁମ ର ମଧୁର ସବୁ ଠୁ ସୁନ୍ଦର ତୁମ କଣ୍ଠ ର ସ୍ଵର ନ ଶୁଣି ଲେ ମୋ ମନ ହୁଏ ଭାରି ଅଧିର 💕💕💕💕
❤️ମୋ ପ୍ରିୟା❤️ ଆଖି ତୁମ ର କେଡ଼େ ସୁନ୍ଦର ନିଆରା ତୁମ ଚାହାଣି ସେ ଚାହାଣି ଭିତରେ କିଛି ଗୋଟେ ଲୁଚି ରହିଛି କାହାଣୀ 💕💕💕💕
socha tha... socha tha kya hogya kya.. dil me pyar tha dhoka kyu milgaya... jaan se pyar kiya tha bewafa keh kar dil se utar gaya kya..
ଜିଏ ସୃଷ୍ଟି କରିଛନ୍ତି ସେ ଆଗକୁ ନେବେ ଯିଏ ଏତେ ବାଟ ହାତ ଧରି ଆଣି ଛନ୍ତୀ ସେ ଆଗକୁ ବି ସାଥି ରେ ବାଟ ଦେଖେଇ ଦେବେ ଯିଏ ଦୁଃଖ ଦେଇଛନ୍ତି ସେ ସୁଖ ବି ଦେବେ ଯିଏ କଷ୍ଟ ଦେଇଛନ୍ତି ସେ ମଲମ ବି ଲଗେଇ ଦେବେ ତୁମେ ବିଶ୍ୱାସ ରଖ ଈଶ୍ୱର ସବୁ ବୁଝିବେ
ଜନ୍ମ ଥିଲେ ମୃତ୍ୟୁ ସୁନିଶ୍ଚିତ ପାପ ଥିଲେ ଥାଏ ପ୍ରାୟଶ୍ଚିତ ଭଲ କର୍ମ ପାଈଁ ମିଳେ ସମ୍ମାନ ଖରାପ କର୍ମ ରେ ଥାଏ ନିନ୍ଦା ଅପମାନ