STORYMIRROR

ନିଜ ଲୋକ ଯଦି...

ନିଜ ଲୋକ ଯଦି ଦିଅନ୍ତି ଧୋକା କାହା କୁ କରିବି ବିଶ୍ୱାସ ଭଲ ପାଇବା ବଦଳ ରେ ମିଳିଥାଏ ଏଇଠି ବିଷ.. କାହା କୁ କହିବି କେମିତି କହିବି କେହି ନାହିଁ ମୋର ନିଜର ଯାହା ସ୍ଵର ଥିଲା ସବୁ ଠାରୁ ପ୍ରିୟ ମୋର ତା ସ୍ଵର ରେ ଲୁଚିକି ରହିଛି ଜହର

By abismita Mishra
 36


More oriya quote from abismita Mishra
1 Likes   0 Comments
0 Likes   0 Comments
0 Likes   0 Comments
14 Likes   0 Comments
6 Likes   0 Comments