STORYMIRROR
ତୃତୀୟ...
ତୃତୀୟ ଲୋକ
ପଶିଲେ...
ତୃତୀୟ...
“
ତୃତୀୟ ଲୋକ
ପଶିଲେ କ୍ଷତି
ସମ୍ପର୍କ ରେ ଆସେ ବହୁତ
ଅସୁବିଧା
ଆଗ ପରି ଆଉ ରହେନା ପ୍ରିତୀ
ରାଗ ରୁସା ବଢ଼ି ବଢ଼ି ଚାଲେ
କେହି କାହା ଶହ ବେଶି ମିଶନ୍ତି ନାହିଁ
ଏଇଥି ଲାଗି ତୃତୀୟ ଲୋକ ଙ୍କୁ
ମଝିରେ ଆଣନି
ନିଜ ସମ୍ପର୍କ କୁ ବଞ୍ଚେଇ ରଖିବା ପାଇଁ
”
1104
More oriya quote from abismita Mishra
Download StoryMirror App