STORYMIRROR

ତମେ ନଥିଲ...

ତମେ ନଥିଲ ସେଦିନ ଅପରାହ୍ଣରେ ନଦୀର ମୁର୍ଛନା ଆଉ ହୃଦରବେଦନା ଦେଖିବା ପାଇଁ। ଆଜି କାଇଁ ଫେରିଆସିଛ ତୁମେ ସୁଖର ପସରା ମେଲି। ଦିଗହରା ପକ୍ଷୀ ପରି ତୁମେ, ବାଟବଣା ଆଜି ପୂର୍ବାହ୍ନରେ କାଲି ଫେରିଯିବି ମୌସୁମୀ ପରି ତାଳ ଦେଇ ଋତୁଚକ୍ରେ।

By Barsha Swain
 294


More oriya quote from Barsha Swain
1 Likes   0 Comments
1 Likes   0 Comments
2 Likes   0 Comments
1 Likes   0 Comments
1 Likes   0 Comments