STORYMIRROR

ତା ସହ ଆଜି...

ତା ସହ ଆଜି ବି ଦେଖାହେଲା କିନ୍ତୁ ସେ ଏକ ଅଜଣା ରାଇଜରେ ଥିଲାପରି ମନେହେଲା ମୋ ତା ସହ ଦେଖା ହେବା ସତ କିନ୍ତୁ ତା ପାଇଁ ମିଛ ଆଜି ବି ସେ ସ୍ଥିର .... ଅଟଳ ଅଚଳ ମେରୁପରି ତାର ସେ ନୀରବ ଆଘାତରେ ସବୁଥର ପରି ଏଥର ବି ମୁଁ କ୍ଷକ୍ତାକ୍ତ। ମାତ୍ର ସେ ସବୁଥର ପରି ସେମିତି ନୀରବ।

By Barsha Swain
 30


More oriya quote from Barsha Swain
1 Likes   0 Comments
1 Likes   0 Comments
2 Likes   0 Comments
1 Likes   0 Comments
1 Likes   0 Comments