STORYMIRROR
ସୁଶାନ୍ତ...
ସୁଶାନ୍ତ କହିଉଠେ,...
ସୁଶାନ୍ତ...
“
ସୁଶାନ୍ତ କହିଉଠେ, ଜାଣିଛୁ ରତ୍ନା, ତୋ ପରି ରୂପଯୌବନଭରା ସୁନ୍ଦରୀ ଝିଅଟିଏ ଯେତେବେଳେ ମୋ ପରି ପୁଅକୁ ଦେଖାକରେ, ଏ ପୋଖରୀହିଡର ସିମେଣ୍ଟ ବେଞ୍ଚ ଚିତ୍କାର କରି କହେ ଆହା, କି ସୁନ୍ଦର ଯୋଡି, ପୋଖରୀ ଭିତରେ ଭୂମିକମ୍ପ ସୃଷ୍ଟିହୁଏ ଓ ପାଣି ଗୁଡାକ ସମୁଦ୍ର ପରି ଲହଡି ଭାଙ୍ଗନ୍ତି। ମାଛଗୁଡାକ ଖପଖାପ ଡେଇଁ ଆମ ପ୍ରେମକୁ ସ୍ୱାଗତ କରନ୍ତି ।
ପୋଖରୀହିଡର ଗଛଗୁଡାକ ଗାଇ ଗାଇ ଉଠନ୍ତି :
ପ୍ରେମ ଏକା ସିନା ମହତପଣିଆ,
ଆଉସବୁକିଛି ଅଢେଇ ଦିନିଆ।
”
22
More oriya quote from Siddhartha Tripathy
Download StoryMirror App