STORYMIRROR

ସୁଖ ସୁରୁଜ...

“ ସୁଖ ସୁରୁଜ ହସୁଛି ପଦୁଅଁ କୁ ଦେଖି କଇଁ ହସେ ଦେଖି ଜହ୍ନ ସୁଖ ଟିକେ ପାଇଁ ଏ ମଣିଷ ମାନେ ଦିବାନିଶି ଧାଵମାନ ସୁଖ କି ଦିବା ସପନ ଭାବନା ମାତ୍ରକେ ମିଳି ଯାଉଥିଲେ ଇପ୍ସିତ ଦରବ ମାନ ସର୍ବେ ନିଜ ପୁରେ ପୁରନ୍ଦର ସାଜି ଦେଖନ୍ତେ ବସି ସପନ ”

By sasmita tripathy
 26


More oriya quote from sasmita tripathy
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments