STORYMIRROR

ସନ୍ୟାସୀ...

ସନ୍ୟାସୀ ସେହି ଲୋକମାନେ ନୁହଁନ୍ତି  ଯୋଉ ମାନେ ଜୀବନ ସଂଘର୍ଷକୁ ଡରି  ସଂସାର ତ୍ୟାଗ କରିଛନ୍ତି । ବାସ୍ତବରେ ସନ୍ୟାସୀତ ସିଏ ଯିଏ ଭଲଭାବରେ ଜାଣିଛି ଯେ , ସେ ଯଦି ନିଜସ୍ୱ ଢଙ୍ଗରେ ଖେଳିବାକୁ ପଡିଆକୁ ଓହ୍ଲାଇବ ତେବେ , ସେ ସମସ୍ତଙ୍କୁ ହରାଇ ଦେବ । କିନ୍ତୁ ସେ ଏକଥାବି ଭଲ ଭାବେ ଜାଣିଛିଯେ ସମସ୍ତଙ୍କୁ ହରାଇ ସରିଲା ପରେ ମଧ୍ୟ ତାକୁ କିଛି ହାସଲ ହେବ ନାହିଁ । ✍️ଲେଖନୀ ଆଲେଖିକା

By sasmita tripathy
 18


More oriya quote from sasmita tripathy
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments