STORYMIRROR

ସତ୍ୟପଥ...

ସତ୍ୟପଥ ଅନୁସରି ବାଇମନ ଚାଲୁଥିଲେ ଏ ଧରାରେ, ବିପଦ ଆପଦ ଦୂରୀଭୂତ ହେବ ବିଭୁପାଦ ସ୍ମରୁ ଥାଅରେ। ସର୍ବ କର୍ମ ଆଗୁ ମଙ୍ଗଳମୟଙ୍କୁ ହୃଦେ ଚିନ୍ତିବୁ ନିଶ୍ଚୟ, ବିଭୁ ଶୁଭାଶିଷେ ମଙ୍ଗଳ ହୋଇବ ରଖିଥା ଶ୍ରୀପଦେ ଲୟ। ପ୍ରଣତି ମହାପାତ୍ର ବାଲେଶ୍ଵର

By Pranati Mahapatra
 282


More oriya quote from Pranati Mahapatra
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments