STORYMIRROR
ଚନ୍ଦ୍ରରେ...
ଚନ୍ଦ୍ରରେ...
ଚନ୍ଦ୍ରରେ...
“
ଚନ୍ଦ୍ରରେ ତ୍ରିରଙ୍ଗା
ଆଜିର ମଣିଷ ସବୁବେଳେ ବ୍ୟସ୍ତ
ବୁଦ୍ଧି ଜ୍ଞାନ ବିଜ୍ଞାନରେ,
ଅଦେଖାରୁ ଦେଖା ଅଜଣାରୁ ଜଣା
ଦକ୍ଷ କରିତକର୍ମାରେ,
ଉଦାହରଣ ହୋଇଛି
ଚନ୍ଦ୍ର ପୃଷ୍ଠପରେ ଦେଶର ଝଣ୍ଡାକୁ
ଫରଫର ଉଡାଇଛି ।
ପ୍ରଣତି
”
10
More oriya quote from Pranati Mahapatra
Download StoryMirror App