STORYMIRROR

ସତ୍'କେ...

“ ସତ୍'କେ ସତ୍ଯବାନ୍ ପ୍ରେମ୍'କେ ସାବିତ୍ରୀ ବିଶ୍ବାସ୍'କେ କର ବରତ୍ ଘଏଁତା ମାଏପୋ ଗୁଟେ ମନ୍ ହେଲେ ଘର୍ ବନିଯିବା ସରଗ୍ , ଘୁଚିଯିବା ସବୁ କାଲ୍ | ସୁଖ୍ ,ଶାନ୍ତିର୍ ଝରନ୍ ଝରୁଥିବା ଘରେ ଭୁଲିଗଲେ ଅହଂକାର୍ || ”

By SSK Creation
 26


More oriya quote from SSK Creation
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
1 Likes   0 Comments