ସତ୍'କେ ସତ୍ଯବାନ୍ ପ୍ରେମ୍'କେ ସାବିତ୍ରୀ ବିଶ୍ବାସ୍'କେ କର ବରତ୍ ଘଏଁତା ମାଏପୋ ଗୁଟେ ମନ୍ ହେଲେ ଘର୍ ବନିଯିବା ସରଗ୍ , ଘୁଚିଯିବା ସବୁ କାଲ୍ | ସୁଖ୍ ,ଶାନ୍ତିର୍ ଝରନ୍ ଝରୁଥିବା ଘରେ ଭୁଲିଗଲେ ଅହଂକାର୍ ||
ମୋର କୌଣସି ସଫଲତାରେ ମୋତେ କିଏ ପ୍ରଶଂସା କଲେ ସେଥିରେ ମୋତେ ଖୁସି ଲାଗେ, କିନ୍ତୁ ମୁଁ ମୋର ଜୀବନରେ କରୁଥିବା ଭୁଲ୍ କୁ ସଂଶୋଧନ କରିବାକୁ ଯିଏ ମୋତେ ସତ୍ ପରାମର୍ଶ ଦିଅନ୍ତି ତାଙ୍କୁ ମୁଁ କ୍ରୁତଗ୍ଯଁତା ଗ୍ୟାଁପନ କରେ | ଶ୍ଯାମ
ଜାତୀୟ ପଞ୍ଚାୟତରାଜ ଦିବସ ତା.୨୪.୦୪.୨୦୨୨ ଗ୍ରାମ୍'ସଭାକେ ଆସ ଜିମା ନାଆଁକେ ଆମର୍ ଲେଖେଇ ଦେମା ନି ହଉଁ ଆର୍ ଗୁଲ୍'ଗୁଲା | ଚୂଆଁ ,ମୁଡ଼ା ଖୁଲି ପାଏନ୍ ବୁଲାମା ମାଏଟ୍ କାମ୍ କରି ଜମି ସଜାମା , ଛେଲ୍ ,ଗାଈ ପାଳି କମାନି କର୍'ମା ସୁଖେଁ ଖାଏବେ ଛୁଆପିଲା ||
ବିଶ୍ବ ପୁସ୍ତକ ଓ କପି ରାଇଟ୍ ଦିବସ ବହି ଭିତ୍'ରେ ଭରି ରହିଛେ କେତ୍'ନି କେତେ ଗିଆନ୍ ଯିଏ ଯେନ୍ତା ବହି ପଢ୍'ସି ହେ ହେନ୍ତା ଗିଆନ୍ ପାଏସି ବନ୍'ସି ସେନ୍ତା ସିଆନ୍ | କାର୍ ସୁରୁଷ୍ଟିକେ କପି ନି କର ପାଏବ ଅପମାନ୍ ||
ବିଶ୍ବ ପ୍ରୁଥିବୀ ଦିବସ ଭିନ୍'ଭିନ୍ ଦେଶେ ଭିନ୍'ଭିନ୍ ମାଏଟ୍ ଭିନ୍'ଭିନ୍ କିସମର୍ ପାଏନ୍ ପବନ୍ | ହେଲେ ବି ଇ ପୁର୍'ଥି ଦେବୀ କେ ପଏର୍'ଛା ଆର୍ ଶାଗୁଆ ଶାଢ଼ୀ ପିନ୍ଧେଇ ରଖ୍'ବାର୍ ସବ୍'କର୍ କରମ୍ || ଶ୍ଯାମସୁନ୍ଦର କୁମ୍ଭାର 'ସନ୍ଧିବାହାଲ ଗାଇସିଲେଟ 'ବରଗଡ