STORYMIRROR

ସୃଷ୍ଟିର...

ସୃଷ୍ଟିର ଜନନୀ ଆଦ୍ୟା ଚିରନ୍ତନି, ସଂସାର ପାଳନକର୍ତ୍ତି ମାତା,ଧାତ୍ରି,ଜାୟା ଦୁହିତା,ଭଗିନି ସର୍ବ ରୂପେ,ସର୍ବ କ୍ଷେତ୍ରେ ସ୍ଥିତି ତାର ଅନିନ୍ଦିତା କିଏ ବା ନ ଲୋଡ଼େ ତାରେ ସେ ଯେ ନାରୀ ବରେଣ୍ୟା ବନ୍ଦିତା

By Preeti Padma
 555


More oriya quote from Preeti Padma
24 Likes   0 Comments
18 Likes   0 Comments
27 Likes   0 Comments