STORYMIRROR

ଏଠି ସପନ...

“ ଏଠି ସପନ ଅଧିକ ରାତି କମ୍ କାର୍ଯ୍ୟ ଅଧିକ ସମୟ କମ୍, ଏଠି ମିଛ ଅଧିକ ସତ୍ୟତା କମ୍ ଭାବନା ଅଧିକ ଆୟୁଷ କମ୍, ଅଭିମାନ ଅଧିକ ପ୍ରେମ କମ୍, ଅଭିମାନ ଅଧିକ ବନ୍ଧୁତା କମ୍ ପାପ ଅଧିକ ପୁଣ୍ୟତା କମ୍ ”

By Preeti Padma
 288


More oriya quote from Preeti Padma
24 Likes   0 Comments
18 Likes   0 Comments
27 Likes   0 Comments