STORYMIRROR

ସଂସାର...

ସଂସାର କୁହଇ,,,ନାରୀ ମାୟାବିନି ନାରୀ କୁ ବୁଝିବା କଷ୍ଟ ସବୁ ମିଛ ଏଠି ନାରୀ ମନ ଏକା କାଚ ପରି ଥାଏ ସ୍ପଷ୍ଟ ନାରୀର ସମ୍ମାନ କରେ ଯୋଉ ଜନ ତାର ସ୍ଥାନ ସଦା ଶ୍ରେଷ୍ଠ ଶାସ୍ତ୍ର ସାକ୍ଷୀ ଅଛି ନାରୀ ଆଖି ଲୁହ ଜୀବନ କରଇ ନଷ୍ଟ

By Purnima Prusty
 171


More oriya quote from Purnima Prusty
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
14 Likes   0 Comments

Similar oriya quote from Inspirational