STORYMIRROR

ସମୟର ହାତେ...

ସମୟର ହାତେ ଆୟୁଷ ବଳ ଦିନେ ଭୋଗିବୁ ତୁ ତୋ କର୍ମ ଫଳ ବେଳ ଥାଉ ଥାଉ ଯାଆ ବଦଳି ନ ହେଲେ ପ୍ରଭୁ ଶୁଣିବେ ନାହିଁ, କଲେ ତୁ ଅଳି ।। ©ନିତ୍ୟାନନ୍ଦ ସାହୁ

By Nityananda Sahu
 346


More oriya quote from Nityananda Sahu
18 Likes   0 Comments
16 Likes   0 Comments