STORYMIRROR
ବୟସ ର...
ବୟସ ର ଅପରାହ୍ନ ରେ...
ବୟସ ର...
“
ବୟସ ର ଅପରାହ୍ନ ରେ ତୁମ ପ୍ରେମ ମନେ ପଡେ
ଝୁରି ମରି ତୁମ ସ୍ମୃତି କବିତାରେ ଲେଖି ଯୋଡ଼େ ।।
ଜାଣିଛି ଅନେକ ଦୂର ଆମେ ଅତିକ୍ରମ ଜୀବନେ କରିଛେ
ତେବେ କୁହ ପ୍ରେମର ଜିବାଶ୍ମରେ
ଦୁହେଁ ଦୁହିଁଙ୍କୁ କାହିଁକି ଖୋଜୁଛେ?
©ନିତ୍ୟାନନ୍ଦ ସାହୁ
”
321
More oriya quote from Nityananda Sahu
Download StoryMirror App