STORYMIRROR
ସମୟ...
ସମୟ ଅତିକ୍ରାନ୍ତ...
ସମୟ...
“
ସମୟ ଅତିକ୍ରାନ୍ତ କାମନା ଅବିଶ୍ରାନ୍ତ
ଶୂନ୍ୟତା ଭରିଯାଏ ଜୀବନେ
ତୁଛ ଲାଗେ ଭାବନା
ଖେଳିଯାଏ ମୃତ୍ୟୁ ର ସମ୍ଭାବନା ।
ଦୂର ପାହାଡ ସୁନ୍ଦର
ସେଥିପାଇଁ ତ ସେ
ଦୂର ଆକାଶର ରୁପେଲି ଜହ୍ନ।
✍️ ବର୍ଷା ସ୍ୱାଇଁ
”
45
More oriya quote from Barsha Swain
Download StoryMirror App