STORYMIRROR

ସ୍ମୃତି ତୁମେ...

ସ୍ମୃତି ତୁମେ ମୋର ଅବୁଝା ଫଗୁଣ ମଳୟରେ ଭିଜା ସାଥି ସ୍ମୃତି ତୁମେ ମୋର ଜହ୍ନ ଉହାଡ଼ରେ ଚାନ୍ଦିନୀ ଚୋରା ଚଇତି.. ସ୍ମୃତି ତୁମେ ମୋର ଇଚ୍ଛା ନଈକୂଳେ ସମ୍ପର୍କର ମଧୁଗୀତି ସ୍ମୃତି ତୁମେ ମୋର ଗୋଧୂଳି ଲଗନେ ଓଁ କାର ଧ୍ଵନି ର ସ୍ତୁତି.. ପ୍ରଣତି ଜେନା l

By Pranati Jena
 30


More oriya quote from Pranati Jena
1 Likes   0 Comments
1 Likes   0 Comments
1 Likes   1 Comments
1 Likes   0 Comments
1 Likes   0 Comments