STORYMIRROR

ସକାଳ ର...

“ ସକାଳ ର ଫୁଙ୍ଗୁଳା ଅମ୍ବର ,ନିଛକ ର ଆଲୋଡନ ରେ ନାହିଁ ନଥିଲା ଭିତରେ ଅନ୍ତରୀକ୍ଷ କୁ ମନମୁତାବକ କୋରିଛି କିଟିମିଟି ଭସା ବଉଦଟା ବିକଳାଙ୍ଗ ପରି ଧସେଇ ପଶିଛି ଚପଳା ର ଚମକ ଦେଖି ଘଡଘଡି ର ଉଚ୍ଚ କଣ୍ଠ ଶୁଣି ନିଶବ୍ଦ ହୋଇଯାଇଛି......! ସୁଦର୍ଶନ ଗିଲି ”

By SUDARSHAN GILI
 311


More oriya quote from SUDARSHAN GILI
17 Likes   0 Comments
26 Likes   0 Comments
29 Likes   0 Comments
26 Likes   0 Comments
12 Likes   0 Comments