STORYMIRROR

ଶ୍ରାବଣର...

ଶ୍ରାବଣର ଆକାଶେ ଆଜି ଦିଶେନି ବାଦଲ ମାଳ ବରଷା ଋତୁ ବୋଲିମୟୂରୀ ମନେ ଭ୍ରମ କାହିଁ ଗରଜୁନି ଘଡଘଡ ଶବଦ ବିଜୁଳିରେ ଚମକୁନି ଶୁଶୋଭିତ ଅମ୍ବର ଋତୁ ଚକ୍ର ବୋଧେ ଆଜି ହୋଇଛି ଅଚଳ ବର୍ଷା ଋତୁରେ ଆଜି ବର୍ଷେନି ମେଘମାଳ ।

By Barsha Swain
 57


More oriya quote from Barsha Swain
1 Likes   0 Comments
1 Likes   0 Comments
2 Likes   0 Comments
1 Likes   0 Comments
1 Likes   0 Comments