STORYMIRROR

ଶିଶୁ ଜନ୍ମ...

ଶିଶୁ ଜନ୍ମ ପାଇଁ ମାଆ ର ଗର୍ଭ ବେଦନା ଠାରୁ ଯଦି ଆଉ କୌଣସି ଭୟଙ୍କର ଯନ୍ତ୍ରଣା ଥାଏ, ତାହା ହେଲା କ୍ୟାନ୍ସର ପୀଡ଼ିତ ବ୍ୟକ୍ତିର ଶାରୀରିକ ଏବଂ ମାନସିକ କଷ୍ଟ। ଆସନ୍ତୁ , ବିଶ୍ଵ କର୍କଟ ଦିବସରେ ସମସ୍ତେ ମିଶି ବିଶ୍ୱକୁ କ୍ୟାନ୍ସର ମୁକ୍ତ କରିବା ପାଇଁ ଜାଗରଣ ସୃଷ୍ଟି କରିବା।

By Rajeev Sahoo
 85


More oriya quote from Rajeev Sahoo
1 Likes   0 Comments
0 Likes   0 Comments
0 Likes   0 Comments
1 Likes   1 Comments
1 Likes   1 Comments