STORYMIRROR

ଶବ୍ଦ ଯେତେ...

“ ଶବ୍ଦ ଯେତେ ଯୋଡି ଯୋଡ଼ି ତିଆରିଲି ନିଶବ୍ଦ ରେ ସେତୁ ବିନ୍ଦୁବିନ୍ଦୁ ମୋହ ଦେଇ ସଜାଇଲି ସମ୍ପର୍କର ଫୁଲଫୁଟା ଋତୁ ଦକ୍ଷିଣା ପବନ ହାତେ ଯେତେ ପଠାଇଲି ଚିଠି ତୁମରି ନାଁ ରେ ସବୁ ଚିଠି ଫେରିଆସେ ବର୍ଷୁକୀ ମେଘରେ ଓ ସୁନାରଙ୍ଗୀ ସ୍ମୃତି ଫେରେ ବିଜୁଳି ର ସୁନା ପାଲିଙ୍କି ରେ 🥰🥰 ”

By Soubhagini Parida
 25


More oriya quote from Soubhagini Parida
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments