STORYMIRROR

ସେ ଫୁଲର...

ସେ ଫୁଲର ବାସ୍ନା ଅବା ଆକାଶରୁ ବିଞ୍ଚି ହୋଇପଡୁଥିବା ବର୍ଷା ବିନ୍ଦୁ ଜଣାନାହିଁ। କିନ୍ତୁ ଏତିକି ଜଣାଅଛି ସେ ନିଜେ ନିଜ ଅସ୍ତିତ୍ଵକୁ ହଜେଇଦେଇ ଅନ୍ୟ ଏକ ଭିନ୍ନତାର ଉପସ୍ଥିତିତା ଜାହିର କରେ ଯେଉଁଠାରେ ସେ ନିଜେ ସୁପ୍ତ ହୋଇ ରହିଥାଏ। ଦୃଶ୍ୟମାନ ସମ୍ପର୍କର ଅଦୃଶ୍ୟ ଆଶୀର୍ବାଦ ହେଉଛି ସେ। ସେ ଆଉ କେହି ନୁହେଁ , ଅନ୍ତରରୁ ଜିହ୍ୱା ଯାଏଁ ଆସୁଥିବା ଗୋଟିଏ ଧ୍ଵନି ମୋ ଭଉଣୀ ।

By Satyabrata Mishra
 47


More oriya quote from Satyabrata Mishra
0 Likes   0 Comments