Satyabrata Mishra

1
Posts
0
Followers
0
Following

I'm Satyabrata and I love to read StoryMirror contents.

Share with friends

ସେ ଫୁଲର ବାସ୍ନା ଅବା ଆକାଶରୁ ବିଞ୍ଚି ହୋଇପଡୁଥିବା ବର୍ଷା ବିନ୍ଦୁ ଜଣାନାହିଁ। କିନ୍ତୁ ଏତିକି ଜଣାଅଛି ସେ ନିଜେ ନିଜ ଅସ୍ତିତ୍ଵକୁ ହଜେଇଦେଇ ଅନ୍ୟ ଏକ ଭିନ୍ନତାର ଉପସ୍ଥିତିତା ଜାହିର କରେ ଯେଉଁଠାରେ ସେ ନିଜେ ସୁପ୍ତ ହୋଇ ରହିଥାଏ। ଦୃଶ୍ୟମାନ ସମ୍ପର୍କର ଅଦୃଶ୍ୟ ଆଶୀର୍ବାଦ ହେଉଛି ସେ। ସେ ଆଉ କେହି ନୁହେଁ , ଅନ୍ତରରୁ ଜିହ୍ୱା ଯାଏଁ ଆସୁଥିବା ଗୋଟିଏ ଧ୍ଵନି ମୋ ଭଉଣୀ ।


Feed

Library

Write

Notification
Profile